Author: TRUPTIMAYEE SAHOO

ସଂଘର୍ଷ ସମୟରେ ଆମେରିକା ଏବଂ ଇସ୍ରାଏଲ ଦାବି କରିଥିଲେ ଯେ ସେମାନେ ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ବିଜୟ ହାସଲ କରି ପାରିବେ | କିନ୍ତୁ ଏନେଇ ଇରାନର ରହିଛି ସମ୍ପୂର୍ଣ୍ଣ ଏକ ଭିନ୍ନ ରଣନୀତି । ଏହା ଆମେରିକାକୁ ସବୁଠାରୁ ଖରାପ ବିଜୟ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି । ଏହି ଇରାନୀ ରଣନୀତିର ମୂଳରେ ରହିଛି ତୈଳ ମୂଲ୍ୟ | ତେବେ ଗତ ବୁଧବାର ଦିନ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନ ସହିତ ସଂଘର୍ଷ ଖୁବ୍ ଶୀଘ୍ର ଶେଷ ହେବ । ସେ ଦାବି କରିଥିଲେ ଆମେରିକୀୟ ସୈନ୍ୟମାନେ ତେହେରାନର ସାମରିକ କ୍ଷମତା ଉପରେ ଯଥେଷ୍ଟ କ୍ଷତି ପହଞ୍ଚାଇଛନ୍ତି । ଆକ୍ସିଓସ୍ ସହିତ ଏକ ସାକ୍ଷାତକାରରେ, ଟ୍ରମ୍ପ ଦୃଢ଼ ଭାବରେ କହିଥିଲେ ଯେ , “ମୁଁ ଯେକୌଣସି ମୁହୂର୍ତ୍ତରେ ଏହି ଯୁଦ୍ଧକୁ ଶେଷ କରିପାରିବି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣଗୁଡ଼ିକ…

Read More