Author: Anasuya Das

Vice President : ଧନଖଡ଼ କହିଛନ୍ତି ଯେ ଯଦି ଜଣେ ସାଧାରଣ ଲୋକଙ୍କ ଘରେ ସମାନ ମାମଲା ସାମ୍ନାକୁ ଆସିଥାନ୍ତା, ତେବେ ତଦନ୍ତ ଦ୍ରୁତ ଗତିରେ ଚାଲିଥାନ୍ତା। ପୁଣି ଉପରାଷ୍ଟ୍ରପତିଙ୍କ ଟାର୍ଗେଟରେ ସୁପ୍ରିମକୋର୍ଟ। ଏହା ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନିକଟରେ ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା ବିଲ୍ ଉପରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ତୀବ୍ର ସମାଲୋଚନା କରିଥିଲେ। ଏହା ଏକ ଚିନ୍ତାଜନକ ଘଟଣା ବୋଲି କହିବା ସହ ନ୍ୟାୟପାଳିକାର ଭୂମିକା ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ ହାଇକୋର୍ଟ ବିଚାରପତି ଯଶୋବନ୍ତ ବର୍ମାଙ୍କ ଦିଲ୍ଲୀ ବାସଭବନରୁ ମିଳିଥିବା ନଗଦ ଟଙ୍କା ସମ୍ପର୍କରେ କାହିଁକି ଏପର୍ଯ୍ୟନ୍ତ ଏଫଆଇଆର୍ ହୋଇନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ନ୍ୟାୟପାଳିକାର ସ୍ୱାଧୀନତା କେବେ ହେଲେ ତଦନ୍ତ ବିରୋଧରେ ସୁରକ୍ଷା ନୁହେଁ ବୋଲି ଧନଖଡ କହିଛନ୍ତି। ଧନଖଡ ଆହୁରି କହିଛନ୍ତି ଯେ ଯଦି ଜଣେ ସାଧାରଣ ଲୋକଙ୍କ ଘରେ ସମାନ…

Read More