Author: TRUPTIMAYEE SAHOO

ଲିଙ୍ଗ-ସମାବେଶୀ ସହରାଞ୍ଚଳ ପରିବହନ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ | ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ (CRUT) ପୁଣେର ଏକ ସଘନ ଇଲେକ୍ଟ୍ରିକ୍ ଯାନ (EV) ବସ୍ ତାଲିମ କାର୍ଯ୍ୟକ୍ରମରୁ 20 ଜଣ ଦକ୍ଷ ମହିଳା ଡ୍ରାଇଭରଙ୍କୁ ସ୍ୱାଗତ କରିଛି। ଏହି ଦକ୍ଷ ମହିଳାମାନେ ସମସ୍ତ ବୈଧ ଭାରୀ ମୋଟର ଯାନ (HMV)ର ଲାଇସେନ୍ସ ଧାରଣ କରିଛନ୍ତି | ଏବେ ଓଡ଼ିଶାର ଆମ ବସ୍ ସେବାରେ ରାସ୍ତାରେ ଯାନ ଚଳାଇବା ପୂର୍ବରୁ ଶେଷ ଅଭ୍ୟାସ କରିଛନ୍ତି ଏହି ପରିବାହକ ଟିମ୍ | ଓଡ଼ିଶା ସରକାରଙ୍କ ନେତୃତ୍ୱରେ ଏହି ପଦକ୍ଷେପ, ସାର୍ବଜନୀନ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱାଧୀନ ଗତିଶୀଳତା ଏବଂ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ପ୍ରତି ଥିବା ଲକ୍ଷକୁ ସ୍ପଷ୍ଟ କରେ । ସେମାନଙ୍କର ଦକ୍ଷତା ପାଇଁ ମନୋନୀତ ହୋଇ ଡ୍ରାଇଭରମାନେ ଫେବୃଆରୀ ୨ ରୁ ୧୪ ପର୍ଯ୍ୟନ୍ତ ପୁଣେର EKKA ମୋବିଲିଟି ପ୍ଲାଣ୍ଟରେ ଏକ କଠୋର ୧୪ଦିନିଆ ଉନ୍ନତ ତାଲିମ…

Read More