Author: TRUPTIMAYEE SAHOO

ବର୍ତ୍ତମାନ ଖରାଦିନ ଆରମ୍ଭ ହୋଇଯାଇଛି। ଟାଇଁ ଟାଇଁ ଖରାରେ ଘରୁ ବାହାରିଲେ ଶରୀରରୁ ଝାଳ ବୋହି ଯାଉଛି ଆଉ ପ୍ରବଳ ଶୋଷ ମଧ୍ୟ ଲାଗୁଛି। ଏହି ସମୟରେ ରାସ୍ତା କଡ଼ରେ ଯଦି କୋଉଠି ଆଖୁ ରସ ବାହାରୁଥିବାର ଦେଖିବାକୁ ମିଳେ, ତେବେ ପାଦ ଆପେ ଆପେ ସେଇଠି ଅଟକି ଯାଏ। ବରଫ ପକା ଥଣ୍ଡା ଥଣ୍ଡା ଏକ ଗ୍ଲାସ୍ ଆଖୁ ରସ ପିଇଦେଲେ ଯେମିତି ଶରୀରକୁ ସାଙ୍ଗେ ସାଙ୍ଗେ ଏକ ନୂଆ ଶକ୍ତି ମିଳିଯାଏ। ଆପଣମାନେ ମଧ୍ୟ ନିଶ୍ଚୟ ଆଖୁ ରସ ପିଇବାକୁ ଭଲ ପାଉଥିବେ। ଆପଣମାନେ କଣ ଜାଣିଛନ୍ତି ଯେ ଅଧିକ ମାତ୍ରାରେ ଏହି ମିଠା ଏବଂ ସ୍ୱାଦିଷ୍ଟ ଆଖୁ ରସ ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ? ହଁ ଆଜ୍ଞା, ଯେକୌଣସି ଜିନିଷର ଅଧିକ ବ୍ୟବହାର କ୍ଷତିକାରକ ହୋଇଥାଏ, ଆଉ ଆଖୁ ରସ କ୍ଷେତ୍ରରେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ୍ୟ। ଏକ ବିଶେଷ ହେଲ୍‍ଥ ରିପୋର୍ଟ…

Read More