Author: TRUPTIMAYEE SAHOO

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଆଜି ସାରା ଦେଶ ପାଳୁଛି ‘ରାମ ନବମୀ’ । ତେବେ ଏହି ମହାନ ଅବସରକୁ ଦେବାଳୟ ସହ ବିଭିର୍ଣ୍ଣ ସ୍ଥାନରେ ଅତ୍ୟନ୍ତ ଗଭୀର ଭକ୍ତି ଏବଂ ଆଧ୍ୟାତ୍ମିକ ଉତ୍ସାହ ସହିତ ପାଳନ କରୁଛନ୍ତି ଶ୍ରଦ୍ଧାଳୁ । ‘ଜୟ ଶ୍ରୀ ରାମ’ ଧ୍ୱନି ବାୟୁରେ ପ୍ରତିଧ୍ୱନିତ ହେବା ସହିତ ସହରାଞ୍ଚଳ ଗୁଡ଼ିକରେ ଖେଳିଛି ଧାର୍ମିକ ଉତ୍ସାହର ଲହରୀ । ରାଜଧାନୀର ପ୍ରାୟ ସବୁ ଗଲି ଆଉ ଛକରେ ଲାଗିଛି ସାନ୍ତାନି ଧର୍ମର ପ୍ରତୀକ , ନାରଙ୍ଗୀ ରଙ୍ଗର ପତାକା । ଏହା ସହ ସହରରେ ଥିବା ସମସ୍ତ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିରଗୁଡ଼ିକୁ ଫୁଲ ଏବଂ ଆଲୋକରେ ସୁନ୍ଦର ଭାବରେ ସଜ୍ଜିତ କରାଯାଉଛି । ଆଜିର ପ୍ରଭୁଙ୍କ ଏହି ଅପୂର୍ବ ଓ ଅଲୋକିକ ବେଶ ଦେଖିବା ପାଇଁ ସକାଳୁ ଲାଗିଛି ଭକ୍ତଙ୍କ ଭିଡ | ତେବେ ଆଜିର ସନ୍ଧ୍ୟାରେ ଅଧିକ ଭକ୍ତ…

Read More