Author: TRUPTIMAYEE SAHOO

୧୯୪୭ ମସିହା ପରଠାରୁ ଆମ ଦେଶରେ ଏକ ବିଶେଷ ପ୍ରକାରର ବିଚାରଧାରାକୁ ପ୍ରୋତ୍ସାହନ ଦିଆଗଲା। କୁହାଗଲା “ଗଙ୍ଗା-ଯମୁନା ତେହେଜିବ୍” ଅର୍ଥାତ୍ ଏକ ମିଳିତ ସଂସ୍କୃତି। ଶୁଣିବାକୁ ତ ଏହା ବହୁତ ମିଠା ଲାଗେ, କିନ୍ତୁ ଏହାର ଭିତରେ ଲୁଚି ରହିଥିବା ସତ୍ୟ କ’ଣ ଆପଣ ଜାଣନ୍ତି? ପ୍ରକୃତିର ନିୟମକୁ ଦେଖନ୍ତୁ, ପ୍ରୟାଗରାଜ ସଙ୍ଗମରେ ଯେତେବେଳେ ଗଙ୍ଗା ଏବଂ ଯମୁନା ମିଳିତ ହୁଅନ୍ତି, ସେଠାରୁ ଯମୁନା ନିଜର ଅସ୍ତିତ୍ୱ ହରାଇ ଗଙ୍ଗା ସହିତ ମିଶିଯାଏ। ଆଗକୁ କେବଳ ଗଙ୍ଗା ହିଁ ପ୍ରବାହିତ ହୁଏ। କିନ୍ତୁ ଆମ ଦେଶର ରାଜନୈତିକ ଇକୋ-ସିଷ୍ଟମ ଏହାର ଓଲଟା କରିବାକୁ ଚେଷ୍ଟା କଲା। ସେମାନେ ଗଙ୍ଗାକୁ ବିଲୁପ୍ତ କରି ଯମୁନା ବା ଏକ ନିର୍ଦ୍ଦିଷ୍ଟ ବିଚାରଧାରାକୁ ଜୋର ଜବରଦସ୍ତି ଲଦି ଦେବାକୁ ଚାହୁଁଥିଲେ। ଇକୋ-ସିଷ୍ଟମର ଚାଲ୍ ୧୯୫୧-୫୨ର ପ୍ରଥମ ନିର୍ବାଚନଠାରୁ ଆରମ୍ଭ କରି ୨୦୧୪ ପର୍ଯ୍ୟନ୍ତ, ଦେଶରେ ଧର୍ମନିରପେକ୍ଷତା ବଞ୍ଚାଇବା ନାଁରେ ଅନେକ ବଡ଼ ବଡ଼ ସାଲିସ କରାଗଲା।…

Read More