Author: TRUPTIMAYEE SAHOO

ଭାରତର ଟିକସ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ହେବା ପାଇଁ ସ୍ଥିର ହୋଇଛି । ୧୯୬୧ର ଦଶନ୍ଧି ପୁରୁଣା ଆୟକର ଆଇନକୁ ନୂତନ ଆୟକର ଆଇନ ୨୦୨୫ ଦ୍ୱାରା ବଦଳାଯିବ। ଏପ୍ରିଲ ୧ରେ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବା ସହିତ, ଅନେକ ଗୁରୁତ୍ୱପୂର୍ଣ୍ଣ ଆୟକର ନିୟମରେ ପରିବର୍ତ୍ତନ ହୋଇ ଏହା କାର୍ଯ୍ୟକାରୀ ହେବ । ଯାହା ବେତନଭୋଗୀ ବ୍ୟକ୍ତି ଏବଂ ନିଯୁକ୍ତିଦାତାଙ୍କ ଉପରେ ପ୍ରଭାବ ପକାଇବ । ଭାରତର ଟିକସ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ସ୍ଥିର ହୋଇଛି, ଦଶନ୍ଧି ପୁରୁଣା ଆୟକର ଆଇନକୁ ନୂତନ ଆୟକର ଆଇନ ଦ୍ୱାରା ବଦଳାଯିବ। ପୁରୁଣା ବ୍ୟବସ୍ଥାକୁ ହଟାଇ, ଜଟିଳ ନିୟମକୁ ସୁଗମ କରିବାକୁ ଚେଷ୍ଟା ଚାଲିଥିବା ବେଳେ , କରଦାତାଙ୍କ ପାଇଁ ଅନୁପାଳନକୁ ଅଧିକ ସରଳ କରି ‘TAX’ ବ୍ୟବସ୍ଥାକୁ ସରଳ କରିବା ପାଇଁ ଆଇନ ଡିଜାଇନ୍ କରାଯାଇଛି। ସବୁଠାରୁ ଉଲ୍ଲେଖନୀୟ ସାଂରଚନିକ ପରିବର୍ତ୍ତନ ମଧ୍ୟରୁ ଗୋଟିଏ ହେଉଛି…

Read More