Author: TRUPTIMAYEE SAHOO

ଓଡ଼ିଶା ରାଜନୀତି ଏବେ ଏମିତି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠି ପ୍ରତି ମୁହୂର୍ତ୍ତରେ ସମୀକରଣ ବଦଳିବାରେ ଲାଗିଛି। ରାଜ୍ୟସଭା ନିର୍ବାଚନ ପରେ ଯେଉଁ ‘ସାଇଡ୍ ଇଫେକ୍ଟ’ ଦେଖିବାକୁ ମିଳୁଛି, ତାହା ଶାସକ ଦଳ ବିଜେଡି ପାଇଁ କାଳ ହେବ କି? କଟକରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ଯାଏଁ, ବିଦ୍ରୋହର ନିଆଁ କେତେ ଭୟଙ୍କର? ଆଜି ଆମେ ବିଶ୍ଳେଷଣ କରିବା କାହିଁକି ନବୀନ ବାବୁ ଏବେ ଚିନ୍ତାରେ ଏବଂ କାହିଁକି ଦଳର ପୁରୁଖା ନେତାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ସବୁଠାରୁ ବଡ଼ ଖବର ଆସିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନମଣ୍ଡଳୀ କେନ୍ଦୁଝରରୁ। କେନ୍ଦୁଝର ମ୍ୟୁନିସ୍‍ପାଲିଟିର ଉପାଧ୍ୟକ୍ଷଙ୍କ ସମେତ ୮ଜଣ କାଉନସିଲର ବିଜେଡିରୁ ଏକାଠି ଇସ୍ତଫା ଦେଇଛନ୍ତି। କେବଳ କେନ୍ଦୁଝର ନୁହେଁ, ଆଖଉ ଏକ ବଡ଼ ଖବର ଆସିଛି କଟକରୁ। କଟକର ଟାଣୁଆ ନେତା ପ୍ରଭାତ ବିଶ୍ୱାଳ, ଯିଏକି ଦୁଇ ଥରର ବିଧାୟକ, ସେ ଏବେ ଦଳ ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି।…

Read More