Author: Anasuya Das

Vaya Vandana health card: ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଓଡ଼ିଶାରେ ‘ବୟ ବନ୍ଦନା’ ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରାଯାଇଛି। ଏଥିରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ବ୍ୟବସ୍ଥା ରହିଛି। ଜନସେବା କେନ୍ଦ୍ର ମାଧ୍ୟମରେ କିମ୍ବା ଅନଲାଇନ ମାଧ୍ୟମରେ ଆବେଦନ କରନ୍ତୁ। ଏପ୍ରିଲ ୧୧ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିବା ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଓଡ଼ିଶାର ବୟସ୍କ, ବିଶେଷକରି ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଖୁସି ହେବାର କାରଣ ଦେଇଛି । ପୂର୍ବରୁ ବିଜେଡି ନେତୃତ୍ୱାଧୀନ ସରକାର କାର୍ଯ୍ୟକାରୀ କରିନଥିବା ଏହି ଯୋଜନାରେ ନୂତନ ଭାବେ ଆରମ୍ଭ ହୋଇଥିବା ‘ବୟ ବନ୍ଦନା’ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ବ୍ୟାପକ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏହି ସୁବିଧା ପାଇବା ପାଇଁ ଯୋଗ୍ୟ ବରିଷ୍ଠମାନଙ୍କୁ ନୂତନ ଭାବେ ଆବେଦନ କରିବାକୁ…

Read More