Author: TRUPTIMAYEE SAHOO

ନେପାଳ ଏହି ମାସରେ ବାଲେନ୍ ଶାହାଙ୍କ ନେତୃତ୍ୱରେ ଏକ ନୂତନ ସରକାର ଗଠନ କରିଛି। ଜଣେ ରାପର୍ ଭାବରେ ପ୍ରସିଦ୍ଧି ହାସଲ କରିଥିବା ବାଲେନ୍ ନେପାଳର ସବୁଠାରୁ କମ୍ ବୟସର ପ୍ରଧାନମନ୍ତ୍ରୀ (୩୫ ବର୍ଷ)। ଏହା ବ୍ୟତୀତ, ସେ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିବା ପ୍ରଥମ ମାଧେସୀ ମଧ୍ୟ। ଏହି ସଫଳତା ବ୍ୟତୀତ, ତାଙ୍କ କ୍ୟାବିନେଟ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ବାଲେନ୍‍ଙ୍କ କ୍ୟାବିନେଟର ଅଧିକାଂଶ ସଦସ୍ୟ ଭାରତରେ ଶିକ୍ଷିତ ହୋଇଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ ମଧ୍ୟ ସାମିଲ ଅଛନ୍ତି। ନେପାଳରେ ବାଲେନ୍ ଶାହଙ୍କ ନେତୃତ୍ୱରେ ୧୫ ସଦସ୍ୟ ବିଶିଷ୍ଟ କ୍ୟାବିନେଟର ପ୍ରାୟ ଏକ ତୃତୀୟାଂଶ (ଚାରି) ଭାରତରେ ପାଠପଢିଥିଲେ। ପ୍ରଧାନମନ୍ତ୍ରୀ ବାଲେନ୍ ଶାହା ମୀନାକ୍ଷୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଡିଗ୍ରୀ ହାସଲ କରିଛନ୍ତି। ଶାହଙ୍କ ବ୍ୟତୀତ ପରିବହନ ଏବଂ ନଗର ଉନ୍ନୟନ ମନ୍ତ୍ରୀ ସୁନୀଲ ଲମସାଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ନିଶା ମେହେଟା ଏବଂ ସାଧାରଣ ପ୍ରଶାସନ ମନ୍ତ୍ରୀ ପ୍ରତିଭା ରାୱଲ…

Read More