Author: TRUPTIMAYEE SAHOO

ନେପାଳରେ ଭାରତୀୟ ଆମ୍ବ ଉପରେ ନିଷେଧ ସମ୍ପର୍କିତ ଦାବିକୁ ଭାରତ ଖଣ୍ଡନ କରିଛି । ଭାରତ ସରକାର କହିଛି ଯେ ଏପରି ରିପୋର୍ଟ “ତଥ୍ୟଗତ ଭାବରେ ଭୁଲ ଏବଂ ଭ୍ରାମକ” । କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ,”ପଡ଼ୋଶୀ ଦେଶକୁ ଆମ୍ବ ରପ୍ତାନି ବିନା ବାଧାରେ ଜାରି ରହିଛି ଏବଂ ଜୁନ୍ ମାସରେ ନେପାଳକୁ ୧୮ ଥର ଆମ୍ବ ପଠାଯାଇସାରିଛି।” ‘ଭୁଲ ଏବଂ ଭ୍ରାମକ ରିପୋର୍ଟ’ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ବୁଧବାର କହିଛି ଯେ ନେପାଳର ଉଦ୍ଭିଦ କ୍ୱାରେଣ୍ଟାଇନ୍ ଏବଂ କୀଟନାଶକ ପରିଚାଳନା କେନ୍ଦ୍ର ନିଜେ ଜୁନ୍ ୧୦, ୨୦୨୬ ରେ ନିଶ୍ଚିତ କରିଛି ଯେ ,”ଏହା ଭାରତୀୟ ଆମ୍ବ ଉପରେ କୌଣସି ନିଷେଧ ଲଗାଇ ନାହିଁ।” “କିଛି ଗଣମାଧ୍ୟମ ରିପୋର୍ଟ ଦାବି କରିଛି ଯେ ନେପାଳ ଭାରତରୁ ଆମ୍ବ ଆମଦାନୀକୁ ନିଷେଧ କିମ୍ବା ସ୍ଥଗିତ ରଖିଛି । ଏହି ରିପୋର୍ଟଗୁଡ଼ିକ ତଥ୍ୟଗତ ଭାବରେ ଭୁଲ ଏବଂ…

Read More