Author: Anasuya Das

Odias : ଏହି ସର୍ଭେରେ ୨୪ ଘଣ୍ଟା ମଧ୍ୟରେ ୫୦ ହଜାରରୁ ଅଧିକ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଇ ସେମାନେ କିପରି ଦିନ କାଟୁଛନ୍ତି ତାହା ରେକର୍ଡ କରାଯାଇଛି। ଓଡ଼ିଶାର ଲୋକମାନେ କାମ କରିବା ପାଇଁ ଅଧିକ ସମୟ ଦେଉଛନ୍ତି ଏବଂ ଆତ୍ମଯତ୍ନ ପାଇଁ କମ୍ ସମୟ ଦେଉଛନ୍ତି। ଯେଉଁଥିରେ ଖାଇବା, ବ୍ୟାୟାମ ଓ ଶୋଇବା ଅନ୍ତର୍ଭୁକ୍ତ। ସେମାନେ ପାଠପଢ଼ାରେ ମଧ୍ୟ କମ୍ ସମୟ ବିତାଉଛନ୍ତି ବୋଲି ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟର ଟାଇମ୍ ୟୁଜ୍ ସର୍ଭେ (ଟିୟୁଏସ୍) ୨୦୨୪ ରିପୋର୍ଟରୁ ଜଣାପଡ଼ିଛି। ମନ୍ତ୍ରଣାଳୟ ୨୦୨୪ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ଜାତୀୟସ୍ତରୀୟ ଟିୟୁଏସର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ କରିଥିବା ବେଳେ ପ୍ରଥମ ରାଉଣ୍ଡ ୨୦୧୯ରେ କରାଯାଇଥିଲା। ଏହି ସର୍ଭେରେ ୨୪ ଘଣ୍ଟା ମଧ୍ୟରେ ୫୦ ହଜାରରୁ ଅଧିକ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଇ ସେମାନେ କିପରି ଦିନ କାଟୁଛନ୍ତି ତାହା ରେକର୍ଡ କରାଯାଇଛି। ସର୍ଭେ ଅନୁଯାୟୀ, ରାଜ୍ୟର ବାସିନ୍ଦାମାନେ ରୋଜଗାର…

Read More