Author: TRUPTIMAYEE SAHOO

ପୂର୍ବତନ ଆମେରିକୀୟ ଉପ-ବିଦେଶ ସଚିବ କର୍ଟ ଏମ୍. କ୍ୟାମ୍ପବେଲ୍ କହିଛନ୍ତି , ଯେ QUAD ଗୋଷ୍ଠୀ ଗଠନ ପଛରେ ଭାରତ ପ୍ରାଥମିକ ଶକ୍ତି ଥିଲା । ଏହି ମେଣ୍ଟ ଗଠନରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସଚିବ ଗୁରୁତ୍ୱାରୋପ କରିଛନ୍ତି । ପୂର୍ବତନ ଆମେରିକୀୟ ଅଧିକାରୀ ଗୁରୁବାର (ଆମେରିକା ସମୟ) ହଡସନ୍ ଇନଷ୍ଟିଚ୍ୟୁଟ୍‌ରେ ଭାଷଣ ଦେବା ସମୟରେ କିଛି ଏପରି ମନ୍ତବ୍ୟ ଦେଇଥିଲେ । ତାଙ୍କ ଅଭିଭାଷଣ ସମୟରେ, ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଯେତେବେଳେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ପାଖରେ ଚୀନ୍ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ସେ ସମୟରେ ଆମେରିକା ପ୍ରଶାସନ ଏହାର ଭାରତୀୟ ଅଂଶୀଦାରମାନଙ୍କୁ ସୂଚନା, ଗୁଇନ୍ଦା ଏବଂ ଅନ୍ୟାନ୍ୟ ପ୍ରକାରର ସମର୍ଥନ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲା। QUADକୁ ପଛରୁ ନିୟନ୍ତ୍ରଣ କରି ଚଳେଇଚି ଭାରତ ହଡସନ୍ ଇନଷ୍ଟିଚ୍ୟୁଟ୍‌ରେ ଏକ…

Read More