Author: TRUPTIMAYEE SAHOO

ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଆସିବା ପରେ ଭାରତୀୟ ରାଜନୀତିରେ ଏକ ବଡ଼ ଧରଣର ଝଡ଼ ସୃଷ୍ଟି ହୋଇଛି । ଗୋଟିଏ ପଟେ ବିଜୟର ଉତ୍ସବ ଚାଲିଥିବା ବେଳେ ଅନ୍ୟପଟେ ବିରୋଧୀ ଦଳ ପକ୍ଷରୁ ଏକ ଗମ୍ଭୀର ଅଭିଯୋଗ ଆସିଛି ; ‘ଭୋଟ୍ ଚୋରି’ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଧାସଳଖ ନିର୍ବାଚନ କମିଶନ ଏବଂ EVM ଉପରେ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ କେମିତି ଏହି ଏକଜିଟ୍ ପୋଲ୍ (Exit Poll) ରୁ ଆରମ୍ଭ କରି ଚୂଡ଼ାନ୍ତ ଫଳାଫଳ ପର୍ଯ୍ୟନ୍ତ ସବୁକିଛି ବର୍ତ୍ତମାନ ବିବାଦ ଘେରକୁ ଆସିଛି । କ’ଣ ବାସ୍ତବରେ EVM ଟାମ୍ପରିଂ ହୋଇଛି ? ନା ଏହା କେବଳ ପରାଜୟକୁ ଲୁଚାଇବାର ଏକ ବାହାନା ? ମମତା ବାନାର୍ଜୀଙ୍କ ବିସ୍ଫୋରକ ଅଭିଯୋଗ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, କେନ୍ଦ୍ରୀୟ ବଳ ଏବଂ ନିର୍ବାଚନ କମିଶନଙ୍କ…

Read More