Author: TRUPTIMAYEE SAHOO

‘ଭାଷିନୀ’ ୧୧ଟି ଭାଷାରେ ବହୁଭାଷୀ ସହାୟତା ପ୍ରଦାନ କରୁଛି ସହାୟତା ପାଇଁ ୧୧୨ ହେଲ୍ପଲାଇନ ଭାଷିନୀର ‘ବାର୍ତ୍ତାଳାପ’ ଫିଚର ଲାଗୁ  ‘ଡିଜିଟାଲ ହଜିବା ଓ ମିଳିବା ସମାଧାନ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିବା ‘କୁମ୍ଭ ସହାୟକ’ ଏକ ଏଆଇ ପରିଚାଳିତ  ବହୁଭାଷୀ, ଭଏସ-ସକ୍ଷମ ଚାଟବଟ୍ ଯାହାକି କୁମ୍ଭମେଳା ୨୦୨୫କୁ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ସହାୟତା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ବଟ୍ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି (ଯେପରିକି ଲାମା ଏଲଏଲଏମ) ଦ୍ୱାରା ପରିଚାଳିତ । କୁମ୍ଭ ସହାୟକର ଉଦ୍ଦେଶ୍ୟ ହେଉଛି ମହାକୁମ୍ଭ ୨୦୨୫ର ଅନୁଭୂତିରେ ଉନ୍ନତି ଆଣିବା ସହିତ ତୀର୍ଥଯାତ୍ରୀଙ୍କ ସୂଚନା ଏବଂ ନାଭିଗେସନ (ପଥପ୍ରଦର୍ଶନ) ଆବଶ୍ୟକତାକୁ ମଧ୍ୟ ପୂରଣ କରିବା । କୁମ୍ଭ ସହାୟକ ଚାଟବଟ୍ ସମସ୍ତଙ୍କୁ ସହଜ, ରିୟଲ-ଟାଇମ୍ ସୂଚନା ଏବଂ ନାଭିଗେସନ ସହାୟତା ପ୍ରଦାନ କରି ପର୍ଯ୍ୟଟକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଛି। ଭାଷିନୀର ଭାଷା ଅନୁବାଦ ହିନ୍ଦୀ,…

Read More