Author: TRUPTIMAYEE SAHOO

ପ୍ରବାସୀ ଓଡ଼ିଆଙ୍କ ସହ ଧର୍ମେନ୍ଦ୍ରଙ୍କ ମତ ବିନିମୟ ପ୍ରବାସୀ ଓଡ଼ିଆ ଓଡ଼ିଆ ଜାତି, ସଭ୍ୟତା, ସଂସ୍କୃତି, ସଂଭ୍ରମତାର ଜୀବନ୍ତ ପ୍ରତୀକ ବୌଦ୍ଧିକ ମାନବ ସମ୍ବଳ ଓଡ଼ିଶାର ବଡ଼ ସମ୍ପତ୍ତି ଓଡ଼ିଶାରେ କାଶ୍ମୀରରୁ କନ୍ୟାକୁମାରୀ ଭଳି ସମସ୍ତ ଜିନିଷ ଉପଲବ୍ଧ ଓଡ଼ିଶାର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆମେ ନିଜେ ଏବଂ ଅନ୍ୟମାନଙ୍କୁ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମବିଶ୍ୱାସୀ ହେବାର ସଂକଳ୍ପ କରାଇଲେ ହିଁ ଓଡ଼ିଶାର ପରିଚୟ ବିଶ୍ୱ ଦରବାରରେ ବଢିବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅବସରରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୨୦୩୬ରେ ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମରେ ଓଡ଼ିଶା ବିଶ୍ୱର ‘ହାପେନିଂ ପଏଣ୍ଟ୍’ ହେବ ବୋଲି ସେ କହିଛନ୍ତି ।  ପ୍ରବାସୀ ଭାରତୀୟ ସମାରୋହରେ ପ୍ରବାସୀ ଓଡ଼ିଆଙ୍କ ଯୋଗଦାନକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ ଆୟୋଜିତ…

Read More