Author: TRUPTIMAYEE SAHOO

India:କତାର ହେଉଛି ଭାରତକୁ ସର୍ବାଧିକ ଏଲଏନଜି ଓ ଏଲପିଜି ରପ୍ତାନିକାରୀ ରାଷ୍ଟ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଭାରତ ଓ କତାର ଦ୍ୱିପାକ୍ଷିକ ସଂପର୍କ ଏକ ନୂତନ ଉଚ୍ଚତାରେ ପହଞ୍ଚିଛି । ଦୁଇ ଦେଶର ଶୀର୍ଷ ନେତୃବୃନ୍ଦଙ୍କ ମଧ୍ୟରେ ନିୟମିତଭାବେ ଉଚ୍ଚସ୍ତରୀୟ ଆଲୋଚନା ହେଉଛି । ୨୦୨୩ରେ ଦୁଇ ଦେଶ କୂଟନୈତିକ ସଂପର୍କ ସ୍ଥାପନର ୫୦ ବର୍ଷ ପୂର୍ତ୍ତି ପାଳନ କରିଥିଲେ । କତାରର ଅମୀର ଏଚ. ଏଚ. ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନି ୨୦୧୫ ମାର୍ଚ୍ଚ ୨୪-୨୫ରେ ଭାରତ ଗସ୍ତରେ ଆସିଥିଲେ। ସେହିପରି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୪-୫ ଜୁନ ୨୦୧୬ରେ ଦୋହାକୁ ସରକାରୀ ଗସ୍ତରେ ଯାଇଥିଲେ । ଗତ ବର୍ଷ ୧୪-୧୫ ଫେବୃଆରିରେ ପ୍ରଧାନମନ୍ତ୍ରୀ ମୋଦି ଦୋହାକୁ ସରକାରୀ ଗସ୍ତରେ ଯାଇଥିଲେ । ଏହା ପୂର୍ବରୁ  ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମିର ଏଚ. ଏଚ. ଶେଖ୍ ତାମିମ୍ ୧ ଡିସେମ୍ବର ୨୦୨୩ରେ ଦୁବାଇରେ…

Read More