Author: TRUPTIMAYEE SAHOO

Elephant Odisha: ବର୍ଷକରେ ହାରାହାରି ୮୧ଟି ହାତୀଙ୍କ ମୃତ୍ୟୁ ହେଉଛି ୨୦୨୪ ମସିହା ନଭେମ୍ବର ମାସରେ ହୋଇଥିବା ହାତୀ ଗଣନା ଅନୁଯାୟୀ (ସର୍ବଶେଷ ଗଣନା) ଓଡ଼ିଶାରେ ବର୍ତ୍ତମାନ ୨୧୦୩ଟି ହାତୀ ଥିବାର ଗଣନା କରାଯାଇଛି ।ଅନୁଗୁଳ ଜିଲ୍ଲାରେ ୨୫୪ଟି ହାତୀ, କଟକ ଜିଲ୍ଲାରେ ୧୩୨ଟି ହାତୀ, ଖୋର୍ଦ୍ଧା ଜିଲ୍ଲାରେ ୮୩ଟି ହାତୀ,  ଢେଙ୍କାନାଳ ଜିଲ୍ଲାରେ ୨୯୧ଟି ହାତୀ, ନୟାଗଡ଼ ଜିଲ୍ଲାରେ ୫୬, ବାଲେଶ୍ୱର ଜିଲ୍ଲାରେ ୫୪, କେନ୍ଦୁଝର ଜିଲ୍ଲାରେ ୧୯୫, ମୟୂରଭଞ୍ଜ ଜିଲ୍ଲାରେ ୨୯୫, ଗଞ୍ଜାମ ଜିଲ୍ଲାରେ ୯୩, ଗଜପତି ଜିଲ୍ଲାରେ ୯, କନ୍ଧମାଳ ଜିଲ୍ଲାରେ  ୫୪, ବୌଦ୍ଧ ଜିଲ୍ଲାରେ ୧୬, ସୁବର୍ଣ୍ଣପୁର ଜିଲ୍ଲାରେ ୩, ବଲାଙ୍ଗିର ଜିଲ୍ଲାରେ ୪୨, ସମ୍ବଲପୁର ଜିଲ୍ଲାରେ ୧୪୦, କଳାହାଣ୍ଡି ଜିଲ୍ଲାରେ ୯୫, ସୁନ୍ଦରଗଡ଼ ଜିଲ୍ଲାରେ ୧୭୯, ଝାରସୁଗୁଡ଼ା ଜିଲ୍ଲାରେ ୧, ଦେଓଗଡ଼ ଜିଲ୍ଲାରେ ୧୦୭, ବରଗଡ଼ ଜିଲ୍ଲାରେ ୩ ଏବଂ ରାୟଗଡ଼ା ଜିଲ୍ଲାରେ ୧ଟି  ହାତୀ ଥିବାର ଗଣନାରୁ ଜଣା ପଡିଛି । ରାଜ୍ୟରେ ବର୍ଷକରେ ହାରାହାରି ୮୧ ଟି ହାତୀଙ୍କର ମୃତ୍ୟୁ ହେଉଛି (ବିଗତ ତିନି ବର୍ଷର ତଥ୍ୟ ଆଧାରରେ) ଏବଂ ମୃତ୍ୟୁର କାରଣ ହେଉଛି ଯଥା :- ଶିକାର,…

Read More