Author: TRUPTIMAYEE SAHOO

Mahakumbh: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବ୍ଲଗ୍ ଲେଖି ଦେଶବାସୀଙ୍କୁ ଏଥିରେ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଜଣାଇଛନ୍ତି। ବୁଧବାର ମହାକୁମ୍ଭ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବ୍ଲଗ୍ ଲେଖି ଦେଶବାସୀଙ୍କୁ ଏଥିରେ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରୟାଗରାଜରେ ଏକତାର ମହାକୁମ୍ଭରେ ୧୪୦ କୋଟି ଦେଶବାସୀଙ୍କ ଆସ୍ଥା ଗୋଟିଏ ସମୟରେ ୪୫ ଦିନ ଧରି ଏକାଠି ହୋଇ ଗୋଟିଏ ପର୍ବରେ ସାମିଲ ହେବା ଅତ୍ୟନ୍ତ ଭାବ ବିହ୍ୱଳ କରିଛି। ସେ ଏହି ଭବ୍ୟ କାର୍ଯ୍ୟକ୍ରମର ଆକର୍ଷଣୀୟ ଫଟୋ ସହ ଏକ୍ସରେ ବ୍ଲଗ୍ ସେୟାର କରି ହିନ୍ଦୀରେ ଲେଖିଛନ୍ତି, “ମହାକୁମ୍ଭ ଶେଷ ହୋଇଛି… ଏକତାର ମହାଯଜ୍ଞ ସମ୍ପୂର୍ଣ୍ଣ ହୋଇଛି। ପ୍ରୟାଗରାଜରେ ଏକତାର ମହାକୁମ୍ଭରେ ୪୫ ଦିନ ଧରି ୧୪୦ କୋଟି ଦେଶବାସୀଙ୍କ ଆସ୍ଥା ଯେପରି ଏକାଠି ହୋଇ ଗୋଟିଏ ପର୍ବରେ ସାମିଲ ହୋଇଥିଲେ, ତାହା ଅତ୍ୟନ୍ତ ଜବରଦସ୍ତ! ମହାକୁମ୍ଭ ସରିବା ପରେ ମନରେ ଆସିଥିବା…

Read More