Author: TRUPTIMAYEE SAHOO

Uttam mohanty: ଜୟଦେବ ପୁରସ୍କାର ସମେତ ଚାରି ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ଉତ୍ତମ ପ୍ରଥମରୁ ଅଭିନେତା ହେବାର ଲକ୍ଷ୍ୟ ନଥିଲେ ମଧ୍ୟ ୧୯୭୭ ମସିହାରେ ସେ ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେମା ଜଗତରେ ପାଦ ଥାପିଥିଲେ। ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନିଜର ଚମତ୍କାର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଜନସାଧାରଣଙ୍କ ପ୍ରିୟ ପାଲଟିଯାଇଥିଲେ । ପରବର୍ତ୍ତୀ ବର୍ଷ, ତାଙ୍କୁ ଏକ ତେଲୁଗୁ କାହାଣୀ ଉପରେ ଆଧାରିତ ଏମଏସ କୋଟି ରେଡ୍ଡୀଙ୍କ ‘ପତି ପତ୍ନୀ’ରେ ଭୂମିକା ପାଇଁ ଅଫର ମିଳିଥିଲା । ଏହି କଥାଚିତ୍ରଟିରେ ସ୍ୱର୍ଗତ ବିଜୟ ମହାନ୍ତିଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲେ ମଧ୍ୟ ଉତ୍ତମ ମହାନ୍ତିଙ୍କ ଅଭିନୟ ଉପରେ କାହାର ନଜର ପଡ଼ିନଥିଲା ।  ତା’ପରେ ଆଉ ସେ ପଛକୁ ଫେରି ଚାହିନାହାନ୍ତି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ସିନେମା ଭେଟି ଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ…

Read More