Author: TRUPTIMAYEE SAHOO

ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ର, ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ପହଞ୍ଚିଛନ୍ତି । ତାଙ୍କ ଗସ୍ତ ସମୟରେ, ସେ ଆବୁଧାବିରେ ଅନୁଷ୍ଠିତ ଭାରତ-ୟୁଏଇ-ଫ୍ରାନ୍ସ ତ୍ରିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିକ୍ରମ ମିଶ୍ର UAE ର ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ ଅଲ ହାଶିମି , ଫ୍ରାନ୍ସର ୟୁରୋପ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମହାସଚିବ ମାର୍ଟିନ୍ ବ୍ରିଏନ୍ସଙ୍କ ସହ ସାକ୍ଷାତ କରିଥିଲେ । MEA ମୁଖପାତ୍ର ରଣଧୀର ଜୟସୱାଲ ଏହି ତ୍ରିପାକ୍ଷିକ ବୈଠକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପ୍ରଦାନ କରିଥିଲେ । ସେ କହିଛନ୍ତି ଯେ ତ୍ରିପାକ୍ଷିକ ଆଲୋଚନା ସମୟରେ, କୃତ୍ରିମ ଶାସ୍ତ୍ର, ମହାକାଶ ଏବଂ ସାଂସ୍କୃତିକ ଐତିହ୍ୟ କ୍ଷେତ୍ରରେ ରଣନୈତିକ ସହଯୋଗ ଉପରେ ଆଲୋଚନା ହୋଇଥିଲା । ରିମ୍ ଅଲ୍ ହାସିମି ଓ ମାର୍ଟିନ୍ ବ୍ରିଏନ୍ସଙ୍କ ସହ ବିକ୍ରମ ମିଶ୍ରଙ୍କ ଆଲୋଚନା ‘X’ (ପୂର୍ବରୁ ଟ୍ୱିଟର୍) ରେ ଏକ ପୋଷ୍ଟରେ, ବୈଦେଶିକ…

Read More