Author: TRUPTIMAYEE SAHOO

ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (NCRB) ୨୦୨୪ ବର୍ଷ ପାଇଁ ସାରା ଦେଶରୁ ରିପୋର୍ଟ ହୋଇଥିବା ଅପରାଧ ସମ୍ପର୍କିତ ପରିସଂଖ୍ୟାନ ପ୍ରକାଶ କରିଛି । NCRBର ନୂତନ ରିପୋର୍ଟ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ କୃଷି କ୍ଷେତ୍ର ସହିତ ଜଡିତ ମୋଟ ୧୦,୫୪୬ ଜଣ ଲୋକ ବିଗତ ବର୍ଷ ଆତ୍ମହତ୍ୟା କରିଥିଲେ। ଏଥିମଧ୍ୟରୁ ୪,୬୩୩ ଜଣ ଚାଷୀ ଥିଲେ ଏବଂ ୫,୯୧୩ ଜଣ କୃଷି ଶ୍ରମିକ ଥିଲେ ଯେଉଁମାନେ ଆତ୍ମହତ୍ୟା କରିଥିଲେ । ଏହି ସଂଖ୍ୟା ଦେଶରେ ଆତ୍ମହତ୍ୟା କରିଥିବା ମୋଟ ୧,୭୦,୭୪୬ ଜଣଙ୍କ ମଧ୍ୟରୁ ୬.୨ ପ୍ରତିଶତ। ତଥାପି, ୨୦୨୪ରେ ଏପରି ଆତ୍ମହତ୍ୟା ସଂଖ୍ୟା ୨୦୨୩ ତୁଳନାରେ ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବା କହିଛି NCRB । NCRB ରିପୋର୍ଟର ମୁଖ୍ୟ ସୂଚନା ୨୦୨୩ରେ ୧୦,୭୮୬ ଜଣ ଚାଷୀ ଏବଂ ଶ୍ରମିକ ଆତ୍ମହତ୍ୟା କରିଥିଲେ। ତେଣୁ ଏହା କ୍ରମାଗତ…

Read More