Author: TRUPTIMAYEE SAHOO

ଆସନ୍ତା କିଛି ବର୍ଷରେ ଭାରତର ରାଜନୀତିକ ମାନଚିତ୍ରକୁ ପୂରାପୂରି ବଦଳି ଯାଇଛି । ପ୍ରଶ୍ନ ହେଉଛି… ଭାରତର ଆଞ୍ଚଳିକ ଦଳମାନଙ୍କର ଭବିଷ୍ୟତ କ’ଣ ? ବିଜେପି ର ଜାତୀୟ ବିସ୍ତାର କି ଧୀରେଧୀରେ ସମସ୍ତ ରାଜ୍ୟ ଭିତ୍ତିକ ଦଳକୁ ଦୁର୍ବଳ କରୁଛି ? ନା କି ଏହି ଆଞ୍ଚଳିକ ଦଳମାନେ ଏବେ ବି ଭାରତର ଫେଡେରାଲ୍ ରାଜନୀତିର ଶକ୍ତିଶାଳୀ ଅସ୍ତିତ୍ୱ ? କାରଣ… ଗତ କିଛି ବର୍ଷର ରାଜନୀତିକ ପରିସ୍ଥିତିକୁ ଦେଖିଲେ ଏକ କଥା ସ୍ପଷ୍ଟ ହେଉଛି । ବିଜେପି ଆଜି କେବଳ ଗୋଟିଏ ଜାତୀୟ ଦଳ ନୁହେଁ… ଏହା ଏକ ଏମିତି ରାଜନୀତିକ ମେସିନ୍… ଯାହା ଧୀରେଧୀରେ ପ୍ରତ୍ୟେକ ରାଜ୍ୟର ରାଜନୀତିକ ସମୀକରଣକୁ ବଦଳାଇ ଦେଉଛି । ଆସାମ… ମହାରାଷ୍ଟ୍ର… ହରିୟାଣା… ଏବଂ ଏବେ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ… ବିଜେପି ର ବିସ୍ତାର ଏବେ ସିଧାସଳଖ ଭାବରେ ଆଞ୍ଚଳିକ ଦଳମାନଙ୍କର ଭୂମିକାକୁ ଚ୍ୟାଲେଞ୍ଜ କରୁଛି । ଆଉ ଏହି ପରିସ୍ଥିତିରେ ସବୁଠାରୁ…

Read More