Author: TRUPTIMAYEE SAHOO

ଯେତେବେଳେ ଆମେ ‘ଆତଙ୍କବାଦ’ କିମ୍ବା ‘କଟ୍ଟରପନ୍ଥୀ’ ଶବ୍ଦ ଶୁଣୁ, ଆମ ଆଖି ଆଗରେ ସାଧାରଣତଃ ଜଣେ ପୁରୁଷର ଚେହେରା ଆସିଥାଏ । ଆମେ ଭାବୁଥିଲେ ଶିକ୍ଷା ଏବଂ ଚାକିରି ମଣିଷକୁ ସଂସ୍କାରୀ କରେ, କିନ୍ତୁ ଯଦି କର୍ପୋରେଟ୍ ବୋର୍ଡରୁମ୍ ଏବଂ ବଡ଼ ବଡ଼ ହସ୍ପିଟାଲ୍ ଭିତରେ ବିଷାକ୍ତ ବିଚାରଧାରା ଜନ୍ମ ନିଏ, ତେବେ ଦେଶ କେତେ ସୁରକ୍ଷିତ? ଛତ୍ରପତି ସମ୍ଭାଜୀ ନଗରରୁ ଗିରଫ ହୋଇଥିବା TCSର କର୍ମଚାରୀ ନିଦା ଖାନ୍ ଏବଂ ଲକ୍ଷ୍ନୌର ଡାକ୍ତର ଶାହୀନ୍‌ଙ୍କ ମାମଲା ଏବେ ଦେଶର ସୁରକ୍ଷା ଏଜେନ୍ସିଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। କ’ଣ ଏହି ‘ମୋମିନାତ୍’ ନେଟୱର୍କ? କିଭଳି ମହିଳାମାନେ ଏହି ‘ସିଷ୍ଟମାଟିକ୍ ରେଡିକାଲିଜିମ୍’ର ଅଂଶ ପାଲଟୁଛନ୍ତି? ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି TCS ଭଳି ଏକ ସମ୍ମାନଜନକ ସଂସ୍ଥାରେ କାମ କରୁଥିବା ନିଦା ଖାନ୍‌ଙ୍କ ଗିରଫଦାରୀ । ନିଦାଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ନିଜର ପଦବୀର ବ୍ୟବହାର କରି…

Read More