Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ କିଛି ଏମିତି ନାମ ଅଛି ଯାହାକୁ ଲୋକେ କେବଳ ଭଲପାଆନ୍ତି ନୁହେଁ ଭୟ ମଧ୍ୟ କରନ୍ତି । ସେହି ନାମ ହେଉଛି ଅମିତ ଶାହା । କେହି ତାଙ୍କୁ “ଭାରତୀୟ ରାଜନୀତିର ଚାଣକ୍ୟ” କୁହନ୍ତି ତ କେହି କୁହନ୍ତି “ନିର୍ବାଚନ ମେସିନ୍”। ରାଜନୀତିର କରିଡର୍‌ରେ ଏକ କଥା ବହୁତ ପ୍ରଚଳିତ କି “ଯେଉଁଠାରେ ଅନ୍ୟମାନଙ୍କର ଚିନ୍ତା ଶେଷ ହୁଏ ; ସେଠାରୁ ଅମିତ ଶାହଙ୍କ ରଣନୀତି ଆରମ୍ଭ ହୁଏ।” ଯେତେବେଳେ କୌଣସି ରାଜ୍ୟର ଅଜୟ ଗଡ଼ ଭାଙ୍ଗି ପଡ଼େ… ଯେତେବେଳେ ନିର୍ବାଚନୀ ଗଣିତ ରାତିରେ ବଦଳିଯାଏ… ଯେତେବେଳେ ବିରୋଧୀ ଦଳ ନିଜେ ବୁଝିପାରେ ନାହିଁ କେବେ ବାଜି ପଲଟି ଗଲା… ସେତେବେଳେ ଏକ ନାମ ସବୁଠାରୁ ଅଧିକ ଫୁସଫୁସାଯାଏ :- ଅମିତ ଶାହ  କିନ୍ତୁ ଏହି କାହାଣୀ କେବଳ ଜଣେ ନେତାଙ୍କ କାହାଣୀ ନୁହେଁ ; ଏହା ହେଉଛି ଜଣେ ରଣନୀତିକାରଙ୍କ କାହାଣୀ । ଯିଏ ରାଜନୀତିକୁ ଭାଷଣ…

Read More