Author: TRUPTIMAYEE SAHOO

ପୁଣି ଶିନ୍ଦେଙ୍କ ସର୍ତ୍ତ ଓଡ଼ିଶାରୁ ଯୋଗେ ଦେବେ ମୋହନ ଓ ପ୍ରଭାତୀ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ଼ନାବିସ୍ ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏନସିପି ମୁଖ୍ୟ ଅଜିତ ପାୱାର ଏବଂ ଶିବସେନା ନେତା ଏକନାଥ ଶିନ୍ଦେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ତୃତୀୟ ଥର ପାଇଁ ନାଗପୁରର ବିଧାୟକ ଫଡ଼ନାବିସ୍ (୫୪) ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି। ଶପଥ ଗ୍ରହଣ ସମାରୋହ ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ଅନୁଷ୍ଠିତ ହେବ। ଯେଉଁଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନଭେମ୍ବର ୨୦ ରେ ହୋଇଥିବା ବିଧାନସଭା ନିର୍ବାଚନର ଦୁଇ ସପ୍ତାହର ବିଚାରବିମର୍ଷ ପରେ ଫଡନାବିସଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି। ଯାହାର ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇଥିଲା । ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ଦୃଢ଼ ପ୍ରଦର୍ଶନ ପରେ ଫଡ଼ନାବିସ ଏହି ସମ୍ମାନଜନକ…

Read More