Author: TRUPTIMAYEE SAHOO

କାରକୁ ଧକ୍କା ଦେଲା କାର  ଦୁର୍ଘଟଣାରେ ଚାଲିଗଲା ପାଞ୍ଚ ଛାତ୍ରଙ୍କ ସମେତ ୭ଜଣଙ୍କ ଜୀବନ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗୁଜରାଟର ଜୁନାଗଡ଼ରେ। ଦୁଇ କାର୍ ମଧ୍ୟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଦୁଇଟିରେ ନିଆଁ ଲାଗିଯାଇଥିଲା। ଦ୍ରୁତ ଗତିରେ ଆସୁଥିବା ଛାତ୍ରଙ୍କ କାରଟି ଏକ ଡିଭାଇଡରକୁ ଧକ୍କା ଦେଇ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଖସି ପଡ଼ିବା ସହ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସମସ୍ତ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଛାତ୍ରଛାତ୍ରୀଙ୍କ କାର୍ ଡିଭାଇଡରକୁ ଧକ୍କା ଦେଇ ରାସ୍ତାର ଅନ୍ୟ ପାର୍ଶ୍ୱରେ ଖସି ପଡ଼ିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଛାତ୍ରଛାତ୍ରୀମାନେ ଗୋଟିଏ କାରରେ ପରୀକ୍ଷା ଦେବାକୁ କଲେଜ…

Read More