Author: TRUPTIMAYEE SAHOO

ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ପାଶରେ ପଡ଼ିବାକୁ ଯାଉଛି ଏକ ପ୍ରମୁଖ ସିମେଣ୍ଟ କମ୍ପାନୀ । ଆଦାନୀ ଗ୍ରୁପର ଏକ ସଂସ୍ଥା ଏବେ ଦେବାଳିଆ ଜେପି ସିମେଣ୍ଟ କର୍ପୋରେସନକୁ ଅଧିଗ୍ରହଣ କରିବା ପାଇଁ ଏକମାତ୍ର ବାକି ଥିବା ବିକଳ୍ପ ଭାବେ ଠିଆ ହୋଇଛି । *ET* ର ଏକ ରିପୋର୍ଟ ଅନୁଯାୟୀ, ଅମ୍ବୁଜା ସିମେଣ୍ଟ ଜେପି ସିମେଣ୍ଟକୁ ଅଧିଗ୍ରହଣ କରିବା ପାଇଁ ୫୮୦ କୋଟିର ଡ଼ିଲ୍ ଦାଖଲ କରିଛି । ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ, ମାଇ ହୋମ୍ ଗ୍ରୁପ୍, ୩୦୦ କୋଟିର ଡ଼ିଲ୍ ଦାଖଲ କରିବା ପରେ ପ୍ରକ୍ରିୟାରୁ ବାହାରି ଯାଇଛି।  ତଥାପି, ଏହି ଜେପି ଗ୍ରୁପ୍ ସହାୟକ କମ୍ପାନୀ ପାଇଁ ଦେବାଳିଆ ସମାଧାନ ପ୍ରକ୍ରିୟା ବର୍ତ୍ତମାନ ଅନିଶ୍ଚିତତାରେ ରହିଛି । ଏହାର ମୁଖ୍ୟ କାରଣ ହେଉଛି ଅମ୍ବୁଜାର ଡ଼ିଲ୍ କମ୍ପାନୀର ଲିକ୍ୱିଡେସନ୍ ମୂଲ୍ୟଠାରୁ କମ୍ ଅଛି, ଯାହା ୮୮୦କୋଟି ରହିଛି । ଫଳସ୍ୱରୂପ, ଋଣଦାତାମାନେ ବର୍ତ୍ତମାନ…

Read More