Author: TRUPTIMAYEE SAHOO

ୟୁନେସ୍କୋ ଦେଲା ମାନ୍ୟତା ଦେଶରେ ପ୍ରଥମ ରାଜ୍ୟ ଜଳବାୟୁ ପରିବର୍ତ୍ତନର  ଏବେ ବଡ଼ ଶିକାର ହୋଇଛି ଓଡ଼ିଶା। ଯାହା ଦ୍ୱାରା ଖରା, ବର୍ଷା, ଶୀତରେ ଅନିୟମିତତା ଦେଖାଦେଇଛି। ପ୍ରତିବର୍ଷ ବନ୍ୟା, ବାତ୍ୟା ଓଡ଼ିଶାର ଚିର ସାଥି ପାଲଟିଛନ୍ତି। ଲଘୁଚାପ ଜନିତ ବର୍ଷା, ବାତ୍ୟା ଓଡ଼ିଶାକୁ ନିଜର ମାମୁ ଘର ବନେଇ ଦେଇଛନ୍ତି। ରଜ ହେଉ କି ଦଶହରା ହେଉ କି ଦିପାବଳୀ ହେଉ ମାମୁ ଘର ବୁଲି ନଆସିଲେ ବାତ୍ୟାକୁ ନିଦ ହୁଏନାହିଁ। ଯାହାଦ୍ୱାରା ଓଡ଼ିଶାର ବିପୁଳ କ୍ଷତିଗ୍ରସ୍ତ ହେଉଛି। ଏବେ ଧାନ ଅମଳ ସମୟରେ ଲଘୁଚାନ ଜନିତ ବର୍ଷା ତାହାର ଜ୍ୱଳନ୍ତ ଉଦାହରଣ। ଯାହା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ଏହାସହ ରାଜ୍ୟରେ ସୁନାମୀ ଭୟ ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଏବେ ୨୪ଟି ଗାଁ ସୁନାମୀ ପ୍ରତିରୋଧୀ କରାଯାଇଛି। ଉପକୂଳବର୍ତ୍ତୀ ୬ଟି ଜିଲ୍ଲାର ୨୪ଟି ଗାଁକୁ ୟୁନେସ୍କୋର ଆନ୍ତଃସରକାରୀ ଓସିଓନୋଗ୍ରାଫିକ୍ କମିଶନ (ଆଇଓସି-ୟୁନେସ୍କୋ) ଆନୁଷ୍ଠାନିକ ଭାବେ…

Read More