Author: TRUPTIMAYEE SAHOO

ଏବେ ରପ୍ତାନୀ ୧୨.୩୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦେଶରେ ଏମଏସଏମଇ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରିଛି । ସରକାରଙ୍କ ପ୍ରୋତ୍ସାହନ ଯୋଗୁ ଦେଶର ଏମଏସଏମଇ କ୍ଷେତ୍ରରେ ଏକ ବିପ୍ଳବ ଆସିପାରିଛି, ଯଦ୍ଦ୍ୱାରା ଭାରତର ଆର୍ଥିକ ପରିଦୃଶ୍ୟରେ ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର ରପ୍ତାନି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ଏହା ୨୦୨୦-୨୧ରେ ୩.୯୫ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ରେ ୧୨.୩୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବିଶ୍ୱ ବାଣିଜ୍ୟକୁ ସୁଦୃଢ଼ କରିବାରେ ଏହି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି । ମୋଟ ରପ୍ତାନୀକାରୀ ଏମଏସଏମଇ ସଂଖ୍ୟା ମଧ୍ୟ ୨୦୨୦-୨୧ରେ ୫୨,୮୪୯ ରୁ ୨୦୨୪-୨୫ରେ ୧,୭୩,୩୫୦କୁ  ବୃଦ୍ଧି…

Read More