Author: TRUPTIMAYEE SAHOO

ବାଜିଲାନି ବାଜା, ଶୁଭିଲାନି ମନ୍ତ୍ରଧ୍ୱନି ସମ୍ୱିଧାନ ରହିଲା ସାକ୍ଷୀ ସମ୍ବିଧାନକୁ କିଏ ଅଧିକ ସମ୍ମାନ ଦେଉଛି ତାହାକୁ ନେଇ ଚଳିତ ଶୀତ ଅଧିବେଶନରେ ଉଭୟ ଗୃହରେ ସାଂସଦଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ଥିଲା। ଯାହାର ନିଆଁ ଏବେ ମଧ୍ୟ ଲିଭିବାର ନାଁ ଧରୁନି। ଦିଲ୍ଲୀଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ତାର ତାତି ଏବେ ବି ଦେଖିବାକୁ ମିଳୁଛି। ମାତ୍ର ଛତିଶଗଡ଼ର ଏକ ଦୁର୍ଗମ ଗାଁରେ ଜଣେ ଅନୁସୂଚିତ ଜାତି ଦମ୍ପତି ଏହି ପ୍ରସଙ୍ଗର ସମାଧାନ କରିଛନ୍ତି ।   ସେମାନଙ୍କ ବିବାହରେ ହୋନଥିଲା ରୋଶନୀ । ବାଜି ନଥିଲା ବାଜା, ନାଚି ନଥିଲେ ବରଯାତ୍ରୀ । ଜଳି ନଥିଲା ଅଗ୍ନି । ଶୁଭିନଥିଲା ବ୍ରାହ୍ମଣର ମନ୍ତ୍ର ଧ୍ୱନି । କି ନବ ଦମ୍ପତି ଅଗ୍ନିକୁ ସାକ୍ଷୀ ରଖି ଦେଇନଥିଲେ ସାତ ଫେରା । ଏହି ବିବାହର ସାକ୍ଷୀ ରହିଥିଲା ଭାରତର ଆତ୍ମ କୁହାଯାଉଥିବା ପବିତ୍ର ସମ୍ବିଧାନ । ଏହି ଖବର…

Read More