Author: TRUPTIMAYEE SAHOO

mahakumbha: ଅନେକଙ୍କ ପାଇଁ କୁମ୍ଭ ମେଳା ହିଁ ଭାରତ ଓ ଭାରତୀୟମାନଙ୍କୁ ବୁଝିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶ୍ୱର ବୃହତ ଆଧ୍ୟାତ୍ମିକ ସମାବେଶର ଆଖ୍ୟା ପାଇଥିବା ତ୍ରିବେଣୀ ସଙ୍ଗମ ମହାକୁମ୍ଭ ମହାଶିବରାତ୍ରୀରେ ଶେଷ ହୋଇଛି। ଆସ୍ଥା ଓ ବିଶ୍ୱାସର ପ୍ରତୀକ ଏହି ମହାକୁମ୍ଭ ଦୀର୍ଘ ୪୫ ଦିନ ଧରି ଚାଲି ଥିବା ବେଳେ ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ପ୍ରୟାଗରାଜରେ। ଏହି ମହାକୁମ୍ଭରେ ୬୬ କୋଟିରୁ ଅଧିକ ଭକ୍ତ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ଥିବା ଆକଳନ କରାଯାଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି କରିଥିଲା ଏହି ମହାକୁମ୍ଭ। ସାରା ବିଶ୍ୱ ଏକ ପରିବାର ବୋଲି ଭାବନା ଜାଗ୍ରତ କରାଇଥିଲା ମହାକୁମ୍ଭ। ପ୍ରୟାଗରାଜ ମହାକୁମ୍ଭ-୨୦୨୫ରେ ୬୫୦ ନିୟୁତ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୩ ନିୟୁତ ଥିଲେ ବିଦେଶୀ। ବିପୁଳ ଜନସମାଗମ ସତ୍ତ୍ୱେ ସୁରକ୍ଷା ଏବଂ ଆରାମଦାୟକ ବ୍ୟବସ୍ଥା ଠାରୁ ଆରମ୍ଭ କରି ଏକତାର…

Read More