Author: TRUPTIMAYEE SAHOO

Honda Bike: ଏଥିରେ ଘରୋଇ ବଜାରରେ ବିକ୍ରି ୩,୮୩,୯୧୮ ୟୁନିଟ ଏବଂ ୩୮,୫୩୧ ୟୁନିଟ ରପ୍ତାନୀ ଅନ୍ତର୍ଭୁକ୍ତ। ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଫେବୃଆରି ୨୦୨୫ ନିମନ୍ତେ ତାହାର ବିକ୍ରି ସଂଖ୍ୟା ସମ୍ପର୍କରେ ଘୋଷଣା କରିଛି । ଫେବୃଆରି ୨୦୨୫ ନିମନ୍ତେ କମ୍ପାନୀର ମୋଟ ବିକ୍ରି ୪,୨୨,୪୪୯ ୟୁନିଟ ହୋଇଛି । ଏଥିରେ ଘରୋଇ ବଜାରରେ ବିକ୍ରି ୩,୮୩,୯୧୮ ୟୁନିଟ ଏବଂ ୩୮,୫୩୧ ୟୁନିଟ ରପ୍ତାନୀ ଅନ୍ତର୍ଭୁକ୍ତ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଚଏମଏସ୍‍ଆଇର ୱାଇଟିଡି ଏଫ୍‍ୱାଇ୨୫ (ଏପ୍ରିଲ ୨୦୨୪-ଫେବୃଆରି ୨୦୨୫)ରେ ମୋଟ ବିକ୍ରି ୫୪,୦୪,୨୧୬ ୟୁନିଟ ହୋଇଛି । ଏଥିମଧ୍ୟରେ ଘରୋଇ ବଜାରରେ ବିକ୍ରି ୪୯,୨୫,୨୪୧ ୟୁନିଟ ଏବଂ ୪,୭୮,୯୭୫ ୟୁନିଟ ରପ୍ତାନୀ ଅନ୍ତର୍ଭୁକ୍ତ । ଏଚଏମଏସ୍‍ଆଇର ଫେବୃଆରି ୨୦୨୫ ନିମନ୍ତେ ମୁଖ୍ୟ ବିଷୟ: ଉତ୍ପାଦ: ଏଚଏମଏସ୍‍ଆଇ ଉନ୍ନୀତକରଣ କରାଯାଇଥିବା ଶାଇନ୍‍ ୧୨୫ ଏବଂ ହର୍‍ନେଟ ୨.୦ର ଓବିଡି୨ବି ଅନୁପାଳନକାରୀ ସଂସ୍କରଣ ବଜାରକୁ ଛାଡିଥିଲା ଯେଉଁଥିରେ ଉନ୍ନତ ନୂତନ…

Read More