Author: TRUPTIMAYEE SAHOO

‘Shishu Vatika’: ନୂଆ ଶିକ୍ଷାନୀତି-୨୦୨୦ ଅଧୀନରେ ଓଡ଼ିଶାରେ ପ୍ରାରମ୍ଭିକ ଶୈଶବ ଶିକ୍ଷାର ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏପ୍ରିଲ ୨ତାରିଖରୁ ଆରମ୍ଭ ହେବାକୁ ଥିବା ‘ଶିଶୁ ବାଟିକା’ ଆରମ୍ଭ ହେବା ପରେ ଓଡ଼ିଶାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ହେବାକୁ ଯାଉଛି। ନୂଆ ଶିକ୍ଷାନୀତି-୨୦୨୦ ଅଧୀନରେ ଓଡ଼ିଶାରେ ପ୍ରାରମ୍ଭିକ ଶୈଶବ ଶିକ୍ଷାର ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର ନାମରେ ପରିଚିତ) ରେ ଏହି ଘୋଷଣା କରିଛନ୍ତି। ନୂଆ ଶିକ୍ଷାନୀତି-୨୦୨୦ ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ‘ଶିଶୁ ବାଟିକା’ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ୨ ତାରିଖରୁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ‘ଖଡ଼ି ଛୁଆଁ’ ଉତ୍ସବ ଆୟୋଜନ କରାଯିବ। ‘ଖଡ଼ି ଛୁଆଁ’କୁ ନେଇ ଉତ୍ସାହ ‘ଶିଶୁ ବାଟିକା’ର ଶୁଭାରମ୍ଭ ୟରେ ‘ଖଡ଼ି…

Read More