Author: TRUPTIMAYEE SAHOO

TDP MP Appala Naidu: ପୁଅ  ଜନ୍ମ ପାଇଁ ମିଳିବ ଗାଈ ଓ ବାଛୁରୀ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଲୋକସଭା ସାଂସଦ କେ ଆପ୍ପାଲା ନାଇଡୁ ଘୋଷଣା କରିଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀରେ ତୃତୀୟ କନ୍ୟା ସନ୍ତାନ ଥିବା ପରିବାରକୁ ୫୦ ହଜାର ଟଙ୍କାର ଫିକ୍ସଡ ଡିପୋଜିଟ ପୁଅ ପାଇଁ  ଗାଈ ଏବଂ ବାଛୁରୀ ମିଳିବ। ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବିଜୟନଗରମ୍ ସାଂସଦ ଏହି ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ତୃତୀୟ କନ୍ୟା ସନ୍ତାନ ବିବାହଯୋଗ୍ୟ ବୟସରେ ପହଞ୍ଚିବା ବେଳକୁ ସ୍ଥାୟୀ ଜମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ। “ଯଦି ତୃତୀୟ ସନ୍ତାନ ପୁଅ ହୁଏ, ଆମେ ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ ଦେବୁ । ତୃତୀୟ ସନ୍ତାନ ଶିଶୁ କନ୍ୟା ହେଲେ ୫୦ ହଜାର ଟଙ୍କାର ଫିକ୍ସଡ୍ ଡିପୋଜିଟ୍ କରିବେ। ଭାରତୀୟ ଜନସଂଖ୍ୟା ବୃଦ୍ଧି ହେବା ଦରକାର…

Read More