Author: TRUPTIMAYEE SAHOO

Olive Ridley : ଜେଡଏସଆଇର ପଶ୍ଚିମ ଆଞ୍ଚଳିକ କେନ୍ଦ୍ର ପୁଣେର ବରିଷ୍ଠ ବୈଜ୍ଞାନିକ ବାସୁଦେବ ତ୍ରିପାଠୀ କହିଛନ୍ତି ଯେ ଗହୀରମଥାରେ ଟ୍ୟାଗ୍ ହୋଇଥିବା ୧୦ଟି ଅଲିଭ୍ ରିଡଲେଙ୍କୁ ଦେଖିଲେ ପ୍ରମାଣିତ ହୁଏ ଯେ ମାଈ କଇଁଛମାନେ ପ୍ରାୟତଃ ସେହି ବେଳାଭୂମିକୁ ଅଣ୍ଡା ଦେବା ପାଇଁ ଆସନ୍ତି । ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାରେ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଗତ ୬ ଦିନ ହେଲା ନାସୀ-୨ ଏବଂ ୩୧ ବର୍ଷ ପରେ ଏକକୂଳା ନାସୀରେ ୪ଦିନ ହେଲା ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଜାରି ରହିଛି। ଗତ ୬ ଦିନ ଭିତରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩ ହଜାର ୪୨୬ ଏବଂ ଏକକୂଳା ନାସୀରେ ୨ ଲକ୍ଷ ୯୬ ହଜାର ୪୩୬ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବନ ବିଭାଗର ସୂଚନା ମୁତାବକ ନାସୀ-୨ରେ ଗତ ୫ ତାରିଖ ୭୮ ହଜାର ୭୪୩…

Read More