Author: TRUPTIMAYEE SAHOO

women court : ଓଡ଼ିଶା ଓମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍)ର ଦ୍ୱିତୀୟ ପ୍ରତିଷ୍ଠା ଦିବସରେ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ବିଚାରପତିଙ୍କଠାରୁ ଆରମ୍ଭ କରି ଓକିଲ, କିରାଣୀ ଓ ପେସ୍କରଙ୍କ ପର୍ଯ୍ୟନ୍ତ ମହିଳାମାନେ କୋର୍ଟ ପରିଚାଳନା କରିବେ। ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ମହିଳା ଅଦାଲତ ଗଠନ କରିବାକୁ ଯୋଜନା କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଓଡ଼ିଶା ଓମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍)ର ଦ୍ୱିତୀୟ ପ୍ରତିଷ୍ଠା ଦିବସରେ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ବିଚାରପତିଙ୍କଠାରୁ ଆରମ୍ଭ କରି ଓକିଲ, କିରାଣୀ ଓ ପେସ୍କରଙ୍କ ପର୍ଯ୍ୟନ୍ତ ମହିଳାମାନେ କୋର୍ଟ ପରିଚାଳନା କରିବେ। ମହିଳାଙ୍କ ବିରୋଧରେ ଅପରାଧ କିମ୍ବା ମହିଳାଙ୍କ ସହ ଜଡ଼ିତ ମାମଲାରେ ଏହି ପଦକ୍ଷେପ ଗେମ୍ ଚେଞ୍ଜର ହେବ। ଜଣେ ଦୁଷ୍କର୍ମ ପୀଡ଼ିତା ବିନା ଦ୍ୱିଧା କିମ୍ବା ଲଜ୍ଜାରେ ଏଭଳି ଅଦାଲତରେ ଖୋଲାଖୋଲି କଥା ହୋଇପାରିବେ ବୋଲି ସେ କହିଛନ୍ତି। ରାଜ୍ୟରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା…

Read More