Author: TRUPTIMAYEE SAHOO

laddoos : ସ୍କୁଲ ପିଲାଙ୍କ ପୁଷ୍ଟିସାଧନ ଫଳାଫଳ ବୃଦ୍ଧି ପାଇଁ ଓଡ଼ିଶା ସରକାର ସପ୍ତାହରେ ତିନୋଟି ପୋଷଣ ଯୁକ୍ତ ଲଡୁ ଯୋଗାଇଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପିଏମ୍‌ ପୋଷଣ ଯୋଜନା ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷକ ତତ୍ତ୍ୱ ଥିବା ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯିବ। ଏପ୍ରିଲ ପହିଲାରୁ ସପ୍ତାହର ୩ ଦିନ ଅର୍ଥାତ୍‌ ସୋମବାର, ମଙ୍ଗଳବାର ଓ ଗୁରୁବାର ଏହି ପୁଷ୍ଟିକର ଲଡ଼ୁ ବଣ୍ଟନ ହେବ। ଗୋଟିଏ ଲଡ଼ୁ ପିଛା ୩ ଟଙ୍କା ୫୦ ପଇସା ଲେଖାଁଏ ଖର୍ଚ୍ଚ କରାଯିବ। ସେଥିରୁ ସାମଗ୍ରୀ ବାବଦରେ ୩ ଟଙ୍କା ୨୪ ଏବଂ ପ୍ରସ୍ତୁତି ପାଇଁ ୨୬ ପଇସା ଦିଆଯିବ। ମାଣ୍ଡିଆ ଚୂନା, ଗୁଡ଼, ଚିନାବାଦାମ, ଘିଅ, ଅଳେଇଚ, ରାଶି ଓ ଗୁଜରାତିରେ ଏହି ଲଡ଼ୁ ପ୍ରସ୍ତୁତ ହେବ। ପିଏମ୍‌ ଯୋଜନା ଅଧୀନରେ ଆସୁଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପିଲାମାନଙ୍କୁ ଏହା ମିଳିବ। ସକାଳ ସମୟରେ ପିଲାମାନେ ଏକାଠି…

Read More