Author: TRUPTIMAYEE SAHOO

Bigg Boss: ଉଜ୍ଜୈନର ବିଜେପି ସାଂସଦ ଅନିଲ ଫିରୋଜିଆ କହିଛନ୍ତି ଯେ ଏହି ରିଆଲିଟି ସୋ’ ସମାଜରେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରୁଛି ଏବଂ ପ୍ରତିଯୋଗୀଙ୍କ ବ୍ୟକ୍ତିଗତ ଜୀବନର ‘ମନ୍ଦ ବିବରଣୀ’ ସାର୍ବଜନୀନ କରୁଛି। ବିଗ୍ ବସ୍ ଭଳି ରିଆଲିଟି ସୋ’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ଉଜ୍ଜୈନର ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଅନୀଲ ଫିରୋଜିଆ। ସେ କହିଛନ୍ତି ଯେ ସମାଜରେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରୁଥିବା ଏଭଳି ସୋ’ ଭାରତୀୟ ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି। ସମାଜରେ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଥିବା ବିଗ୍ ବସ୍ ଏବଂ ଅନ୍ୟାନ୍ୟ ସମାନ କାର୍ଯ୍ୟକ୍ରମର ପ୍ରସାରଣ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ସେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି। ବିଗ୍ ବସ୍ ହେଉଛି ସାରା ଦେଶରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ ଏବଂ ଏହାକୁ କୋଟି କୋଟି ଲୋକ ଦେଖିଥାନ୍ତି। ପ୍ରାରମ୍ଭରେ ଏହି ସୋ’…

Read More