Author: TRUPTIMAYEE SAHOO

Sunita Williams: ମହାକାଶ ଗବେଷଣାକ୍ଷେତ୍ରରେ ଭାରତର ଅଗ୍ରଗତିକୁ ଉଲ୍ଲେଖ କରି ସୁନୀତା ଭାରତକୁ ଏକ ମହାନ ଦେଶ ଏବଂ ଏକ ଚମତ୍କାର ଗଣତନ୍ତ୍ର ବୋଲି ପ୍ରଶଂସା କରିବା ସହ ଏହାର ପ୍ରୟାସକୁ ସମର୍ଥନ କରିଛନ୍ତି। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ୨୭୮ ଦିନ ରହିବା ପରେ ପୃଥିବୀକୁ ଫେରିଥିବା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ନିକଟରେ ମହାକାଶରୁ ଭାରତ କିପରି ଦେଖାଯାଉଛି ସେ ବିଷୟରେ ନିଜର ମତ ରଖିଛନ୍ତି। ଫେରିବା ପରେ ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋର ମଙ୍ଗଳବାର ପ୍ରଥମ ଥର ପାଇଁ ଗଣମାଧ୍ୟମ ସହ କଥା ହେବା ସହ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ଭାରତରୁ ଆସିଥିବା ୱିଲିୟମ୍ସ ମହାକାଶରୁ ଦେଶ କିପରି ଦେଖାଯାଉଛି ତାହାର ସୁନ୍ଦର ବର୍ଣ୍ଣନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିଶ୍ଚିତ ଭାବେ ଭାରତ ଗସ୍ତରେ ଆସିବେ। ମହାକାଶରୁ ହିମାଳୟର ଆକର୍ଷଣୀୟ ଦୃଶ୍ୟ ବର୍ଣ୍ଣନା କରି ସେ କହିଛନ୍ତି, ଭାରତ ହେଉଛି…

Read More