Author: TRUPTIMAYEE SAHOO

President: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇମିଗ୍ରେସନ ଆଣ୍ଡ ଫରେନର୍ସ ଆକ୍ଟ, ୨୦୨୫କୁ ଅନୁମୋଦନ ଦେଇଛନ୍ତି, ଯେଉଁଥିରେ ଇମିଗ୍ରେସନ ନିୟମକୁ ଶୃଙ୍ଖଳିତ କରିବା ସହିତ ବେଆଇନ ପ୍ରବେଶ, ଅତିରିକ୍ତ ରହିବା ଏବଂ ନକଲି କାଗଜପତ୍ର ପାଇଁ କଠୋର ଦଣ୍ଡ ବିଧାନ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫କୁ ଅନୁମୋଦନ ଦେଇଛନ୍ତି, ଯେଉଁଥିରେ ବିଦେଶୀ ଏବଂ ଇମିଗ୍ରେସନ୍ ସମ୍ବନ୍ଧୀୟ ପ୍ରସଙ୍ଗ ରହିଛି ଏବଂ ଏହା ଏବେ ଆଇନରେ ପରିଣତ ହୋଇଛି। ୨୦୨୫ ଏପ୍ରିଲ ୪ ତାରିଖରେ ଏହି ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା ଏବଂ ପରବର୍ତ୍ତୀ ସମୟରେ ଗେଜେଟ୍ ବିଜ୍ଞପ୍ତି ଜରିଆରେ ଏହା ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଆଇନ ଅନୁଯାୟୀ, ଯଦି କେହି ଜାଲ୍ ପାସପୋର୍ଟ କିମ୍ବା ଭିସା ବ୍ୟବହାର କରି ଭାରତରେ ପ୍ରବେଶ କରିବେ କିମ୍ବା ଦେଶ ବାହାରକୁ ବାହାରିବେ ତେବେ ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ ୧୦…

Read More