Author: TRUPTIMAYEE SAHOO

Suzuki : ସୁଜୁକି ଅନ୍ତର୍ଜାତୀୟ ବଜାର ପାଇଁ ହାୟାବୁସାର ସଦ୍ୟତମ ସଂସ୍କରଣ ଲଞ୍ଚ କରିଛି। ୨୦୨୫ ମଡେଲରେ ନୂଆ ରଙ୍ଗ ବିକଳ୍ପ ଏବଂ ଏହାର ଇଲେକ୍ଟ୍ରୋନିକ୍ ସିଷ୍ଟମରେ ଆଡଜଷ୍ଟମେଣ୍ଟ ସମେତ ସାମାନ୍ୟ ଅପଡେଟ୍ ରହିଛି। ସୁଜୁକି ୨୦୨୫ ହାୟାବୁସାକୁ ବିଶ୍ୱ ବଜାରରେ ଉନ୍ମୋଚନ କରିଛି । ପୂର୍ବ ମଡେଲ ତୁଳନାରେ ଡିଜାଇନ୍ ଅପରିବର୍ତ୍ତିତ ରହିଥିଲେ ହେଁ ଏଥିରେ ୩ଟି ନୂଆ ରଙ୍ଗ ସଂଯୋଗ ଯୋଡ଼ାଯାଇଛି। ଏଥିରେ ମେଟାଲିକ୍ ମାଟ୍ ଟାଇଟାନିୟମ ସିଲଭର ସହ ମେଟାଲିକ୍ ମାଟ୍ ଷ୍ଟିଲ ଗ୍ରୀନ୍, ପର୍ଲ ଭିଗୋର ବ୍ଲୁ ସହିତ ମେଟାଲିକ୍ ମିଷ୍ଟିକ୍ ସିଲଭର ଏବଂ ଗ୍ଲାସ୍ ସ୍ପାର୍କଲ୍ ବ୍ଲାକର ଅପଡେଟ୍ ସଂସ୍କରଣ ରହିଛି। ୨୦୨୫ ସୁଜୁକି ହାୟାବୁସାରେ କ’ଣ ନୂଆ ୨୦୨୫ ସୁଜୁକି ହାୟାବୁସା ଏହାର ଇଲେକ୍ଟ୍ରୋନିକ୍ ରାଇଡର୍ ଏଡସର ଅପଡେଟ୍ ପାଇଛି। ଲଞ୍ଚ କଣ୍ଟ୍ରୋଲ ସିଷ୍ଟମରେ ଏବେ ସଂଶୋଧିତ ଇଞ୍ଜିନ୍ ସ୍ପିଡ୍ ସେଟିଂସ୍ ରହିଛି, ଏହାବ୍ୟତୀତ ନୂଆ ସ୍ମାର୍ଟ କ୍ରୁଜ୍ କଣ୍ଟ୍ରୋଲ୍ ସିଷ୍ଟମକୁ ବାଇ-ଡାଇରେକ୍ସନାଲ୍…

Read More