Author: TRUPTIMAYEE SAHOO

Georgia: ହିନ୍ଦୁ-ଘୃଣା ମାମଲା ବୃଦ୍ଧି ପାଉଥିବା ବେଳେ ଜର୍ଜିଆ ପ୍ରଥମ ଆମେରିକୀୟ ରାଷ୍ଟ୍ର ଭାବେ ହିନ୍ଦୁଫୋବିଆ ବା ହିନ୍ଦୁବିରୋଧୀଙ୍କୁ ସାବାଡ କରିବା ପାଇଁ ଏକ ବିଲ୍ ଆଗତ କରିଛି। ଯଦି ଏହା ପାରିତ ହୁଏ, ତେବେ ଏହା ଜର୍ଜିଆର ଦଣ୍ଡ ବିଧିକୁ ଅପଡେଟ୍ କରିବ ଏବଂ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନଙ୍କୁ ଭେଦଭାବ ତାଲିକାଭୁକ୍ତ କରିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ହିନ୍ଦୁଫୋବିଆ ଉପରେ ବିଚାର କରିବାକୁ ସକ୍ଷମ କରିବ। ଜର୍ଜିଆ ଆମେରିକାର ପ୍ରଥମ ରାଜ୍ୟ ଭାବେ ହିନ୍ଦୁଫୋବିଆ ଏବଂ ହିନ୍ଦୁ ବିରୋଧୀ ଭେଦଭାବକୁ ଆନୁଷ୍ଠାନିକ ଭାବେ ବିରୋଧ ପାଇଁ ଏକ ବିଲ୍ ଆଗତ କରିଛି। ଯଦି ଏହା ଆଇନରେ ପରିଣତ ହୁଏ, ତେବେ ଜର୍ଜିଆ ଏହାର ଦଣ୍ଡ ବିଧିକୁ ଅପଡେଟ୍ କରିବ, ଯାହା ଦ୍ୱାରା ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନେ ହିନ୍ଦୁଫୋବିଆ ଉପରେ ବିଚାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଏପରିକି ଭାରତୀୟ ବଂଶୋଦ୍ଭବ ସାଂସଦମାନେ ଆମେରିକାରେ…

Read More