Author: TRUPTIMAYEE SAHOO

ଆଜି ଆମେ ଭାରତୀୟ ଗଣତନ୍ତ୍ର ଇତିହାସର ଏକ ସବୁଠାରୁ ବଡ଼ ଏବଂ ସ୍ମରଣୀୟ ଦିନର ସାକ୍ଷୀ ହେବାକୁ ଯାଉଛେ। ଭାରତୀୟ ରାଜନୈତିକ ମହାସମରର ସେହି ଦୁଇ ଶୀର୍ଷ ନେତା, ଯେଉଁମାନେ ନିଜ ନିଜ ଯୁଗରେ ସାରାଦେଶର ଲୋକଙ୍କ ମନକୁ ଶାସନ କରିଛନ୍ତି, ଆଜି ସେମାନଙ୍କର ଏକ ବଡ଼ ଐତିହାସିକ ରେକର୍ଡର ପରିବର୍ତ୍ତନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଜୁନ୍ ୧୦ ତାରିଖରେ ଏକ ନୂତନ ଏବଂ ଅଦ୍ଭୁତପୂର୍ବ ରେକର୍ଡ ସ୍ଥାପନ କରିଛନ୍ତି। ଭାରତୀୟ ଗଣତନ୍ତ୍ର ଇତିହାସରେ ସେ ସବୁଠାରୁ ଅଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ କାର୍ଯ୍ୟକାଳ ପୂରଣ କରିବାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଗତବର୍ଷ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱର କ୍ରମାଗତ କାର୍ଯ୍ୟକାଳର ରେକର୍ଡକୁ ଭାଙ୍ଗିଥିଲେ.। ଆଉ ଆଜି ଜୁନ୍ ୧୦ରେ ସେ ପଣ୍ଡିତ…

Read More