Author: TRUPTIMAYEE SAHOO

Terrorist Attack: ବିଭିନ୍ନ ରାଜନୈତିକ ମହଲରୁ ଅନେକ ନେତା ଏହି ଆକ୍ରମଣକୁ ନିନ୍ଦା କରିବା ସହ ଏହା ମାନବିକତା ଉପରେ କଳଙ୍କ ବୋଲି କହିବା ସହ ଦୋଷୀଙ୍କ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଦେଶକୁ ଦୋହଲାଇ ଦେଇଥିବା ବେଳେ ବିଭିନ୍ନ ରାଜନୈତିକ ମହଲର ଅନେକ ନେତା ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହା ମାନବିକତା ଉପରେ ଏକ କଳଙ୍କ ବୋଲି କହିବା ସହ ଦୋଷୀଙ୍କ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଆରଏସଏସ୍ ନେତା ଦତ୍ତାତ୍ରେୟ ହୋସବଲେ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ମତଭେଦରୁ ଉପରକୁ ଉଠିବାକୁ ଅନୁରୋଧ କରିଛନ୍ତି। ଆମେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ଏବଂ ଏହି ଆକ୍ରମଣରେ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ। ଏହା ଦେଶର ଏକତା ଓ ଅଖଣ୍ଡତା ଉପରେ ଆକ୍ରମଣ। ସରକାର କ୍ଷତିଗ୍ରସ୍ତ…

Read More