Author: TRUPTIMAYEE SAHOO

ଚୀନ ମହାକାଶ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ କରିଛି, ଯାହା ଦ୍ୱାରା ଏହା ୨୦୩୦ ସୁଦ୍ଧା ଚନ୍ଦ୍ରରେ ତିନି ଜଣ ମହାକାଶ ଯାତ୍ରୀଙ୍କୁ ଅବତରଣ କରାଇବାରେ ସଫଳ ହେବ । ପ୍ରକୃତରେ, ଚୀନ ନିକଟରେ ତାହାର ମେଙ୍ଗଝୋଉ ଚନ୍ଦ୍ର ଯାନରେ ଏକ ସଫଳ ଏସ୍କେପ୍ ଫ୍ଲାଇଟ୍ ପରୀକ୍ଷଣ କରିଛି । ଏହି ଯାନ ମାଧ୍ୟମରେ ଏହା ୨୦୩୦ ସୁଦ୍ଧା ଚନ୍ଦ୍ରରେ ମହାକାଶ ଯାତ୍ରୀଙ୍କୁ ଅବତରଣ କରାଇ ପାରିବ। ମେଙ୍ଗଝୋଉର ଅର୍ଥ ମାଣ୍ଡାରିନ୍ ଭାଷାରେ ସ୍ୱପ୍ନର ଜାହାଜ । ଏହି ପରୀକ୍ଷଣ ୧୭ ଜୁନ୍ ମାସରେ କରାଯାଇଥିଲା, ଯାହା ୨୭ ବର୍ଷ ପରେ ଦ୍ୱିତୀୟ ଜିରୋ-ଆଲ୍ଟିଚ୍ୟୁଡ୍ ଏସ୍କେପ୍ ଫ୍ଲାଇଟ୍ ପରୀକ୍ଷଣ ଥିଲା । ପ୍ରଥମ ପରୀକ୍ଷଣ ୧୯୯୮ରେ ଶେନୋଝଉ ମହାକାଶ ଯାନ ସହିତ ହୋଇଥିଲା । ଏହି ସଫଳତା କେବଳ ଚୀନର ବୈଷୟିକ ଦକ୍ଷତାକୁ ପ୍ରଦର୍ଶନ କରିନଥିଲା, ବରଂ ଚନ୍ଦ୍ରରେ ମାନବ…

Read More