Author: TRUPTIMAYEE SAHOO

ଯଦି ଆଜି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ନାମ ପଚାରାଯାଏ, ତେବେ ସହଜରେ ମୁହଁରୁ ବାହାରିବ ଆମେରିକା । ଏହା ସେହି ଆମେରିକା, ଯିଏ କୌଣସି ସମୟରେ ଅନ୍ୟ ଦେଶର ଗୋଲାମ ଥିଲା । ଆମେରିକା ଉପରେ ବି ଇଂରେଜମାନଙ୍କର ଶାସନ ଥିଲା ଏବଂ ସେମାନେ ଆମେରିକୀୟମାନଙ୍କର ଶୋଷଣ କରୁଥିଲେ । ୧୭୭୬ ମସିହାରେ ଜୁଲାଇ ୪ ତାରିଖରେ ଆମେରିକାର ୧୩ଟି ବ୍ରିଟିଶ କଲୋନୀ ନିଜକୁ ସ୍ୱାଧୀନ ଘୋଷଣା କଲେ । ଏହାପରେ ଆମେରିକା ଧୀରେ ଧୀରେ ସ୍ୱାଧୀନ ହୋଇଗଲା । ଏହି କାରଣରୁ ଏହି ଦିନ ଆମେରିକା ନିଜର ସ୍ୱାଧୀନତା ଦିବସ ପାଳନ କରେ । ଆସନ୍ତୁ ଜାଣିବା ଆମେରିକା କିପରି ଗୋଲାମ ହେଲା, ତାକୁ କିପରି ସ୍ୱାଧୀନତା ମିଳିଲା ? ନିଜେ କେତେ ଦେଶକୁ ଗୋଲାମ କରିଥିଲା ? ଏବଂ କିପରି ଏହା ସୁପର ପାୱାର ହେଲା ? ଆମେରିକାର ଆବିଷ୍କାର କିଏ କଲା? ଆମେରିକାର ଗୋଲାମୀ ପାଇଁ…

Read More