Author: TRUPTIMAYEE SAHOO

ଆମେରିକୀୟ ଗୁପ୍ତଚର ସଂସ୍ଥା ସିଆଇଏର ଜଣେ ପୂର୍ବତନ ଗୁପ୍ତଚର ପାକିସ୍ତାନର ପରମାଣୁ ଅସ୍ତ୍ର ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି । ଜନ କିରିୟାକୋ ନାମକ ଏହି ପୂର୍ବତନ ଗୁପ୍ତଚର ଏକ ପଡ଼କାଷ୍ଟରେ କହିଛନ୍ତି ଯେ ପାକିସ୍ତାନର ପରମାଣୁ ଅସ୍ତ୍ରର ନିୟନ୍ତ୍ରଣ ଜଣେ ଆମେରିକୀୟ ଜେନେରାଲଙ୍କ ହାତରେ ଅଛି । ସେ ଏପରି ମଧ୍ୟ ଦାବି କରିଛନ୍ତି ଯେ ଏହି କାରଣରୁ ଭାରତୀୟ ସେନା ପଛକୁ ହଟିଥିଲା ଏବଂ ୨୦୦୨ରେ ଉଭୟଙ୍କ ମଧ୍ୟରେ ଥିବା ପରମାଣୁ ଯୁଦ୍ଧର ବିପଦ ଆଜି ଆଉ ନାହିଁ । ଏହାପୂର୍ବରୁ ପାକିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକ ତଥା ଆଫଗାନିସ୍ତାନ-ପାକିସ୍ତାନର ଇସଲାମୀୟ ସମୂହ ଉପରେ ବର୍ଷ ବର୍ଷ ଧରି ରିପୋର୍ଟିଂ କରିଥିବା ଇମ୍ତିୟାଜ ଗୁଲ ମଧ୍ୟ କିଛି ଦିନ ପୂର୍ବେ ନୂର ଖାନ ଏୟାରବେସରେ ଆମେରିକୀୟ ନିୟନ୍ତ୍ରଣ ସମ୍ପର୍କରେ ସମାନ ଧରଣର ଦାବି କରିଥିଲେ । ସିଆଇଏର ପୂର୍ବତନ ଅଧିକାରୀ କ’ଣ କହିଲେ? ଜନ କିରିୟାକୋ ପଡ଼କାଷ୍ଟରେ…

Read More