Author: TRUPTIMAYEE SAHOO

ବହୁ ଦିନ ଧରି ଶକ୍ତିଶାଳୀ ଇଞ୍ଜିନ୍ ପାଇଁ ଆକାଂକ୍ଷା କରୁଥିବା ଭାରତ ଏବେ ଏକ ବଡ଼ ଆରମ୍ଭ କରିଛି । ଫାଇଟର ଜେଟ୍, ରକେଟ୍, ଜାହାଜ କିମ୍ବା ଟ୍ୟାଙ୍କ ପାଇଁ ଇଞ୍ଜିନ୍ ମାମଲାରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିବା ଭାରତ ଏବେ ଆତ୍ମନିର୍ଭର ହେବା ଆଡ଼କୁ ଅଗ୍ରସର ହେଉଛି । ‘ଅପରେସନ୍ ସିନ୍ଦୁର’ର ଚମତ୍କାର ସଫଳତା ରାଜନୀତି ଓ ସେନା ଉଭୟରେ ଏକ ନୂଆ ମାହୋଲ ସୃଷ୍ଟି କରିଛି । ଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର ଶତ୍ରୁଙ୍କୁ ଆଶ୍ଚର୍ଯ୍ୟ କରିଛି । ‘ଆକାଶ’ ମିସାଇଲ୍ ଏବଂ ଇଣ୍ଟିଗ୍ରେଟେଡ୍ ଏୟାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ (ଆଇଏସିସିଏସ୍) ବାୟୁ ସୁରକ୍ଷାରେ ବହୁତ ସାହାଯ୍ୟ କରିଛି । ଏହା ଦର୍ଶାଇଛି ଯେ ଆମେ ନିଜ ଦେଶରେ ହିଁ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାରେ ସକ୍ଷମ । ଏବେ ଭାରତ ଏହି ସମସ୍ତ ଆବଶ୍ୟକତା ପୂରଣ ପାଇଁ ସ୍ୱଦେଶୀ ଇଞ୍ଜିନ୍ ବିକାଶ ଉପରେ କାର୍ଯ୍ୟ କରୁଛି, ଯାହା…

Read More