Author: TRUPTIMAYEE SAHOO

ନିତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ନେଇ ଚର୍ଚ୍ଚା ଚାଲିଛି । ଏହି ଫିଲ୍ମର କାଷ୍ଟକୁ ନେଇ ନୂଆ ଖବରମାନ ଏବେ ଆସୁଛି । ଏହି ପରିପ୍ରେକ୍ଷୀରେ ରାମାଣୟଣ ଫିଲ୍ମକୁ ନେଇ ଆଉ ଏକ ଅପଡେଟ୍ ଆସିଛି । ତାହା ହେଉଛି ଫିଲ୍ମରେ ସୂର୍ପଣଖା ଭୂମିକାରେ ରାକୁଲ ପ୍ରୀତ ସିଂହଙ୍କୁ କାଷ୍ଟ କରାଯାଇଛି । ସେହି ଭୂମିକା ଲାଗି ପ୍ରଥମେ କୁର୍ବା ସାଇତ ଏହି ଫିଲ୍ମରେ ସ୍କ୍ରିନ୍ ଟେଷ୍ଟ ଦେଇଥିଲେ । ହେଲେ କୌଣସି କାରଣବଶତଃ ତାଙ୍କୁ ରିଜେକ୍ଟ କରାଯାଇଥିଲା ଏବଂ ରାକୁଲଙ୍କୁ ଅଫର୍ ଦିଆଯାଇଥିଲା । ଏଥିଲାଗି ରାକୁଲ ମଧ୍ୟ ସ୍କ୍ରିନ୍ ଟେଷ୍ଟ ଦେଇଛନ୍ତି । ହେଲେ ଫିଲ୍ମ ସାଇନ କରିବେ କି ନାହିଁ, ଏପର୍ଯ୍ୟନ୍ତ ଏନେଇ ରାକୁଲଙ୍କ ପିଆରଙ୍କଠାରୁ କୌଣସି ଖବର ମିଳିନାହିଁ । ତେବେ ରାକୁଲ ଏବେ ନିଜ ନ୍ୟୁ ମ୍ୟାରେଜ ଲାଇଫରେ ବିଜି ରହିଛନ୍ତି । ସେ ନିଜ ଅଫିସଆଲ ବୟଫ୍ରେଣ୍ଡ ଆକ୍ଟର ତଥା ପ୍ରଡ୍ୟୁସର ଜ୍ୟାକି…

Read More